Khabriya News App.

Bailey Fry

Upload Video
Log out

ଟୁଙ୍ଗାଧୁଆ ଗ୍ରାମରେ ଏକ ପୋଖରୀ ପୋଖରୀ ରୁ ମୃତ ଦେହ ଉଦ୍ଧାର।ମୃତ୍ୟୁର କାରଣ ଅସ୍ପଷ୍ଟ।

11 views
3Watch Time: 20 sec

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଟୁଙ୍ଗାଧୁଆ ଗ୍ରାମରେ ଏକ ପୋଖରୀ ମଧ୍ୟରୁ ଜନୌକ ୪୦ ବର୍ଷୀୟ ବ୍ୟକ୍ତିଙ୍କର ମରଶରୀର ଉଦ୍ଧାର ହୋଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ।ମୃତକ ଜଣକ ଶିଆଳିଆ ଗ୍ରାମର ସଂଗ୍ରାମ ମୁର୍ମୁ।

About:

Video Location : India

Duration : 01:34 mins

Date Time : September 12th 2022, 10:37:09 pm

Khabriya News App.