Khabriya News App.

Bailey Fry

Upload Video
Log out

ଧୁମାଧାମ ରେ ଦୀପାବଳୀ ପାଳିବାକୁ ଇଚ୍ଛା ଥିଲେବି ଫିକା କରିଛି ହାଲକା ବର୍ଷା ସହ ମେଘୁଆ ପାଗ।

8 views
1Watch Time: 0 sec

ପାଣିପାଗ ବିଭାଗ ବାତ୍ୟା ର ଭୟ ଆଉ ନାହିଁ ବୋଲି ସ୍ପଷ୍ଟ କରି ସାରିଥିଲେ ସୁଦ୍ଧା ବାରିପଦା ବାସୀଙ୍କ ମନରୁ ଯାଇନି ଭୟର ଆଶଙ୍କା ଆଉ ସେଇ ଭୟର ଆଶଙ୍କା ମଧ୍ୟରେ।ଧୁମ ଧାମ ର ସହ ପାଳନ କରିଛନ୍ତି ଦୀପାବଳି। ମନ୍ଦା ବେପାର ଦୋକାନୀ ଙ୍କ ମନର ଉତ୍ସାହ ଫିକା ପକାଇଛି।

About:

Video Location : Baripada

Duration : 01:33 mins

Date Time : October 25th 2022, 6:18:08 pm

Khabriya News App.