ମହୁଲପାଲି ଥାନା ଜୟପୁରଗଡ ଗ୍ରାମର ସଦାନନ୍ଦ ଶବର ମହୁଲପାଲି ଗ୍ରାମକୁ କାମ କରିବାକୁ ଯାଇଥିଲେ।ସେଠାରୁ ସାଇକେଲରେ ଫେରୁଥବା ସମୟରେ ଜୟପୁରଗଡ ତୁଳସୀ ଚଉଁରା କଚା ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ସଦାନନ୍ଦ ଶବର ମୃତ୍ଯୁବରଣ କରିଛନ୍ତି।ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ମୃତଦେହକୁ ଉଦ୍ଧାର କରିଛି।
About:
Video Location : Kuchinda
Duration : 01:33 mins
Date Time : September 25th 2021, 6:36:06 pm