Khabriya News App.

Bailey Fry

Upload Video
Log out

କୁଚିଣ୍ଡା -ମହୁଲପାଲି ଥାନା ଜୟପୁରଗଡ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ

24 views
2Watchtime: 00:00 mins

ମହୁଲପାଲି ଥାନା ଜୟପୁରଗଡ ଗ୍ରାମର ସଦାନନ୍ଦ ଶବର ମହୁଲପାଲି ଗ୍ରାମକୁ କାମ କରିବାକୁ ଯାଇଥିଲେ।ସେଠାରୁ ସାଇକେଲରେ ଫେରୁଥବା ସମୟରେ ଜୟପୁରଗଡ ତୁଳସୀ ଚଉଁରା କଚା ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ସଦାନନ୍ଦ ଶବର ମୃତ୍ଯୁବରଣ କରିଛନ୍ତି।ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ମୃତଦେହକୁ ଉଦ୍ଧାର କରିଛି।

About:

Video Location : Kuchinda

Duration : 01:33 mins

Date Time : September 25th 2021, 6:36:06 pm

Khabriya News App.