Khabriya News App.

Bailey Fry

Upload Video
Log out

ବାଲେଶ୍ୱର:ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି,କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ।

83 views
0Watch Time: 0 sec

ବାଲେଶ୍ୱର:ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି,କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ହଠାତ କଲେଜ କତ୍ତୃପକ୍ଷ ୮ ତାରିଖରେ ଅଫ ଲାଇନରେ ପରୀକ୍ଷା କରିବାକୁ ନୋଟିସ ଜାରି କରିଛନ୍ତି।ଅଫ ଲାଇନ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

About:

Video Location : Balasore

Duration : 01:33 mins

Date Time : November 4th 2021, 4:09:06 pm

Khabriya News App.