Khabriya News App.

Bailey Fry

Upload Video
Log out

ଦାଦରପାଲି ସଂରକ୍ଷିତ ଜଙ୍ଗଲ ର ସୁରକ୍ଷା ପାଇଁ ଲାଗିଲା ତାରବାଡ଼

62 views
95% 0

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ର ହାତୀଳିମୁଣ୍ଡା ଫରେଷ୍ଟ ବିଟ ର ଦାଦରପାଲି ସଂରକ୍ଷିତ ଜଙ୍ଗଲ ରେ ତାର ବାଡ଼ ଲଗେଇଲା ବନବିଭାଗ |ଉକ୍ତ ଜଙ୍ଗଲ ରୁ ପ୍ରତ୍ୟହ ମୂଲ୍ୟବାନ ଗଛ କଟାଯାଉଥିବାରୁ ବନବିଭାଗ ଏହି ନିଷ୍ପତି ନେଇଛି |ବନବିଭାଗ ର ଉକ୍ତ ପଦକ୍ଷେପ କୁ ପରିବେଶପ୍ରେମୀ ମହଲରେ ଖୁବ ପ୍ରଶଂସା କରାଯାଉଛି |

About:

Video Location : India

Duration : 01:33 mins

Date Time : April 25th 2021, 5:03:22 am

Khabriya News App.