ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ର ହାତୀଳିମୁଣ୍ଡା ଫରେଷ୍ଟ ବିଟ ର ଦାଦରପାଲି ସଂରକ୍ଷିତ ଜଙ୍ଗଲ ରେ ତାର ବାଡ଼ ଲଗେଇଲା ବନବିଭାଗ |ଉକ୍ତ ଜଙ୍ଗଲ ରୁ ପ୍ରତ୍ୟହ ମୂଲ୍ୟବାନ ଗଛ କଟାଯାଉଥିବାରୁ ବନବିଭାଗ ଏହି ନିଷ୍ପତି ନେଇଛି |ବନବିଭାଗ ର ଉକ୍ତ ପଦକ୍ଷେପ କୁ ପରିବେଶପ୍ରେମୀ ମହଲରେ ଖୁବ ପ୍ରଶଂସା କରାଯାଉଛି |
Video Location : India
Duration : 01:33 mins
Date Time : April 25th 2021, 3:03:22 am