Khabriya News App.

Bailey Fry

Upload Video
Log out

ଜାତୀୟ ଖେଳ ଦିବସ ଅବସରରେ ରବିବାର ମାରୱାରୀ ଯୁବା ମଞ୍ଚ କୁଚିଣ୍ଡା ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

118 views
1Watch Time: 0 sec

ଜାତୀୟ ଖେଳ ଦିବସ ଅବସରରେ ରବିବାର ମାରୱାରୀ ଯୁବା ମଞ୍ଚ କୁଚିଣ୍ଡା ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଆଦିତ୍ଯ ଗୋଏଲ ଯୋଗ ଦେଇଥିଲେ।

About:

Video Location : Sambalpur

Duration : 01:33 mins

Date Time : August 29th 2021, 4:51:07 pm

Khabriya News App.