Khabriya News App.

Bailey Fry

Upload Video
Log out

ବିଜେଡି ପକ୍ଷରୁ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

13 views
1Watch Time: 0 sec

ତାଳଚେର ଦରବୃଦ୍ଧିକୁ ନେଇ ବିଜେଡି ଯୁବ,ମହିଳା, ଛାତ୍ର ସଂଗଠନ ପକ୍ଷରୁ ଆଜି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ନିର୍ବାହୀ ଅଧିକାରୀଣିଙ୍କୁ ପ୍ରଦାନ କରିଛନ୍ତି।

About:

Video Location : Talcher

Duration : 01:33 mins

Date Time : November 23rd 2021, 1:27:08 pm

Khabriya News App.