Khabriya News App.

Bailey Fry

Upload Video
Log out

କୁଚିଣ୍ଡା-ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ଅଭିଯୋଗରେ ଯୁବକ ଗିରଫ

111 views
3Watch Time: 1 mins +

ଅନ୍ୟ ଜଣଙ୍କ ଜମିକୁ ନିଜ ନାମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି କରିଥିବା ଅଭିଯୋଗରେ କୁଚିଣ୍ଡା ପୋଲିସ ମହୁଲପାଲି ଥାନା ବାମରା ବ୍ଲକ ବାବୁନିକ୍ତିମାଲ ପଞ୍ଚାୟତ ଯୁରାବାହାଲ ଗ୍ରାମର ଅମିତ ପଟେଲ(୨୬)ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।

About:

Video Location : ଭାରତ

Duration : 01:33 mins

Date Time : August 14th 2022, 3:01:57 pm

Khabriya News App.