Khabriya News App.

Bailey Fry

Upload Video
Log out

କୁଚିଣ୍ଡା ଦୈନିକ ପରିବା ବଜାରରେ ମା ଲକ୍ଷ୍ମୀଙ୍କର ପୂଜା ଅନଷ୍ଠିତ

32 views
5Watch Time: 0 sec

କୁଚିଣ୍ଡା ଏନଏସି ସ୍ଥିତ ଦୈନିକ ବଜାରରେ ପରିବା ବ୍ୟବସାୟୀଙ୍କ ପକ୍ଷରୁ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି।ପୂଜକ ମା ଲକ୍ଷ୍ମୀଙ୍କର ରିତି ନିତି ଅନୁସାରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରିଥିଲେ।ପୂଜା କମିଟୀ ପକ୍ଷରୁ କୋଭିଡ ନିୟମ ପାଳନ କରି ପୂଜାର୍ଚ୍ଚନା ହୋଇଥିଲା।

About:

Video Location : Kuchinda

Duration : 01:33 mins

Date Time : December 16th 2021, 4:33:07 pm

Khabriya News App.