Khabriya News App.

Bailey Fry

Upload Video
Log out

ତାଳଚେର ଆଖପାଖରେ ହାତୀ ଉପଦ୍ରବ

9 views
1Watch Time: 0 sec

ତାଳଚେର ଉପକଣ୍ଠରେ ଏବେ ହାତୀ ମାନଙ୍କର ଉପଦ୍ରବ ଲାଗିରହିଛି, ପାଖାପାଖି ୧୦ରୁ ଉର୍ଦ୍ଧ୍ବ ହାତୀ ବ୍ରାହ୍ମଣି ନଦୀ କୂଳରେ ଥିବା ପାଖ ଗାଁ ଗୁଡିକରେ ଘରଦ୍ୱାର ସହିତ ଫସଲ ନଷ୍ଟ କରୁଥିବା ଦେଖା ଦେଇଛି। ବନ୍ୟ ବିଭାଗ ଦ୍ଵାରା ହାତୀ ଘଉଡ଼େଇବା ପାଇଁ ଚେଷ୍ଟା ଚାଲିଛି।

About:

Video Location : Talcher

Duration : 01:33 mins

Date Time : November 8th 2021, 11:12:07 am

Khabriya News App.