Khabriya News App.

Bailey Fry

Upload Video
Log out

ଆସନ୍ତା କାଲି ରୋଟାରୀ କ୍ଲବ୍ ତରଫରୁ ବଡପଥରା ଠାରେ ମାଗଣା ହ୍ରୁଦ ରୋଗ ଚିକିତ୍ସା ଶିବିର।

9 views
2Watch Time: 30 sec

ବିଶ୍ବ ହୃଦୟ ଦିବସ ଅବସରରେ ଆପୋଲୋ ହସ୍ପିଟାଲସ୍ ଏବଂ ରୋଟାରୀ କ୍ଲବ୍ ମିଳିତ ଉଦ୍ୟମରେ ଆସନ୍ତା କାଲି ଅର୍ଥାତ ୧୩ ତାରିଖ ସକାଳ ୮ ,୩୦ ମିନିଟ ସମୟରେ ମୟୁରଭଞ୍ଜ ଜିଲ୍ଲା। ଖୁଣ୍ଟା ବ୍ଲକ ଅଧିନ ବଡପଥରା ପଞ୍ଚାୟତ ଗ୍ରାମ ବିକାଶ ହଲ୍ ଠାରେ ଏକ ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବ।

About:

Video Location : Baripada

Duration : 00:42 mins

Date Time : September 13th 2022, 7:57:17 am

Khabriya News App.