Khabriya News App.

Bailey Fry

Upload Video
Log out

ଅମରପାଲି ସରକାରୀ ୟୁପି ସ୍କୁଲ ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

121 views
1Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ସରକାରୀ ୟୁପି ସ୍କୁଲ ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ଦୁଖିଶ୍ୟାମ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହଲପଦର ସମିତିସଭ୍ୟ ପିତାମ୍ବର ସାହୁ ମୁଖ୍ୟ ଅତିଥି ଓ ସିଆରସିସି ପ୍ରଦୀପ ଜଗଦଳା ଏବଂ ସ୍କୁଲ ପରିଚାଳନା କମିଟି ସଭ୍ୟ ସନ୍ତୋଷ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ |ଛାତ୍ରଛାତ୍ରୀ ଙ୍କୁ ଦୁଇହଳ ଲେଖାଏଁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା

About:

Video Location : India

Duration : 01:33 mins

Date Time : April 25th 2021, 3:42:43 am

Khabriya News App.