Khabriya News App.

Bailey Fry

Upload Video
Log out

ମୋରୋଡl ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯେଉଁଠି ସ୍ୱଚ୍ଛତା ମିଶନ ଫେଲ୍ ।

0 views
0Watch Time: 0 sec

ମୟୁରଭଂଜ ରେ ମୋରୋଡl ବ୍ଲକ ର ହଳଦୀପାଳ ପଞ୍ଚାୟତ ରେ ସ୍ୱଚ୍ଛତା ମିଶନ ଫେଲ। ଏଠାକାର ବିଭିନ୍ନ ସ୍ଥାନ ରେ ଆବର୍ଜ୍ଜନା ଏବଂ କୁଢ଼ କୁଢ଼ ମଇଳା। ଗାଈ ଗୋରୁ ସବୁ ରାସ୍ତା ମଝି। ରେ ଟ୍ରାଫିକ ସମସ୍ୟକରୁଥିଲେ ବି ଏଠାରେ କେହି ଶୁଣିବାକୁ ନାହିଁ ।ବୁଦ୍ଧିଜୀବୀ ମହଲ ରେ ଏହାର ନିରାକରଣ ପାଇ ଦାବି ହେଉଛି।

About:

Video Location : Krushnapur

Duration : 00:45 mins

Date Time : January 31st 2024, 5:15:12 pm

Khabriya News App.