Khabriya News App.

Bailey Fry

Upload Video
Log out

ରୁମାଗଡ଼ ଗ୍ରାମରେ ମଞ୍ଚସ୍ତ ହେଲା ନାଟକ ବାଟ ହଜିଗଲା ହାଟ ମଝିରେ।

40 views
6Watch Time: 0 sec

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ଗ୍ରାମ ଠାରେ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ଯୁବନାଟ୍ୟ କଳା ସଂସଦ ରୁମାଗଡ ବଡସାହି ତରଫରୁ 'ବାଟ ହଜିଗଲା ହାଟ ମଝିରେ 'ସାମାଜିକ ନାଟକ କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

About:

Video Location : Dungari

Duration : 01:33 mins

Date Time : December 4th 2021, 7:18:49 am

Khabriya News App.