Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବିଜେଡି ପକ୍ଷରୁ ରକ୍ତଭଣ୍ଡାର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

30 views
1Watch Time: 0 sec

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେଡି ପକ୍ଷରୁ ରକ୍ତଭଣ୍ଡାର ଠାରେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

About:

Video Location : କୁଚିଣ୍ଡା

Duration : 01:33 mins

Date Time : June 20th 2022, 4:24:07 pm

Khabriya News App.