Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ କୁସୁମୀ ଜମନକିରା ପଞ୍ଚାୟତ କାର୍ଯ୍ଯାଳୟ ଘେରାଉ କଲେ ବିଜେପି

141 views
2Watch Time: 0 sec

କୁଚିଣ୍ଡା ଉପଖଣ୍ଡକୁ ଆଦିବାସୀ ଜିଲ୍ଲା ଘୋଷଣା ଆଦି ଦାବୀ ନେଇ ଜିଲ୍ଲା ପରିଷଦ ସଭ୍ଯା ମମତା ପଟେଲଙ୍କ ନେତୃତ୍ବରେ ଅତିଥି ଭାବେ ପୂର୍ବତନ ବିଧାୟକ ରବିନାରାୟଣ ନାଏକ ଅତିଥୀ ଭାବେ ଯୋଗଦେଇ କର୍ମୀ ଓ ଗ୍ରାମବାସୀ କୁସୁମୀ ଜମନକିରା ପଞ୍ଚାୟତ କାର୍ଯ୍ଯାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

About:

Video Location : Sambalpur

Duration : 01:33 mins

Date Time : August 29th 2021, 4:18:06 pm

Khabriya News App.