Khabriya News App.

Bailey Fry

Upload Video
Log out

ଖୁଣ୍ଟା ବ୍ଳକ ଅଧିନ ବିସିପୁର, ଧାନଘେରା,କହ୍ନେଇବନ୍ଦ ପଞ୍ଚାୟତରେ ଗଡ଼ିଲା ଅହିଂସା ରଥ।

12 views
2Watch Time: 0 sec

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ଗଡ଼ିଲା ଅହିଂସା ରଥ। ଏହି ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରର ପ୍ରଚାର କରିବା ସହ ପ୍ରେମର ବାର୍ତ୍ତା ବାଣ୍ଟିଛି।

About:

Video Location : Baripada

Duration : 01:33 mins

Date Time : September 10th 2022, 7:03:05 pm

Khabriya News App.