Khabriya News App.

Bailey Fry

Upload Video
Log out

ମହାଲିବସା ଠାରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।

16 views
1Watch Time: 0 sec

ଖୁଣ୍ଟା ବ୍ଲକ ଅଧିନ ଲକ୍ଷଣାସାହି ପଞ୍ଚାୟତର ମାହାଲିବସା ଠାରେ ଆଦିମ ସରନା ଜୁୱାନ ଜୁମିଡ ଗାଉଣ୍ଟା ସ୍ପୋର୍ଟସ ଆଣ୍ଡ ସାଂସ୍କୃତିକ କ୍ଲବ ଆନୁକୁଲ୍ୟରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବାରିପଦା ବିଧାୟକ ପ୍ରକାଶ ସରେନ ଯୋଗ ଦେଇଥିଲେ।

About:

Video Location : Baripada

Duration : 01:33 mins

Date Time : October 4th 2022, 5:27:07 pm

Khabriya News App.