Khabriya News App.

Bailey Fry

Upload Video
Log out

ଲକ୍ଷ୍ମଣାସାହି ଠାରେ ସଫେଇ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

13 views
2Watch Time: 0 sec

ଲକ୍ଷ୍ମଣାସାହି ପଞ୍ଚାୟତ ଠାରେ ପୂର୍ବତନ ସରପଞ୍ଚ ଶିବଶଙ୍କର ସିଂ, ସମିତି ସଭ୍ୟ ସୁନୀଲ କୁମାର ଟୁଡୁ ଙ୍କ ନେତୃତ୍ୱରେ ଗ୍ରାମବାସୀମାନଙ୍କ ସହଯୋଗରେ ଆଜି ପଞ୍ଚାୟତ ରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସୁଥିବା ଗଛ ଗୁଡିକୁ କାଟିବା ସହିତ ଗାଁ ଦାଣ୍ଡର ସମସ୍ତ ରାସ୍ତା ପାର୍ଶ୍ବକୁ ସଫା କରାଯାଇଥିଲା।

About:

Video Location : Baripada

Duration : 01:33 mins

Date Time : September 15th 2022, 7:30:06 pm

Khabriya News App.