Khabriya News App.

Bailey Fry

Upload Video
Log out

ଖଣ୍ଡହତା ରେ ଏଟିଏମ ସେବା ଉଦ୍ଘାଟିତ

310 views
2Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ଠାରେ ଏକ ଏଟିଏମ ଉଦ୍ଘାଟିତ ହୋଇଯାଇଛି |ବୀରମହାରାଜପୁର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ଶାଖା ପରିଚାଳକ ପ୍ରତାପ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି |ବିବେକାନନ୍ଦ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

About:

Video Location : India

Duration : 01:33 mins

Date Time : July 10th 2021, 10:27:07 am

Khabriya News App.